Browsing Tag

chicken loaded van accident

ଓଲଟିଲା ଗାଡି, ଗାଁରେ ହେଲା ଭୋଜି: କୁଚିଣ୍ଡା ଟେଣ୍ଡାକୁଦର ଠାରେ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ଓଲଟିଲା ଗାଡି, ଗାଁରେ ହେଲା ଭୋଜି। କୁଚିଣ୍ଡା ମହୁଲପାଲି ଥାନା କେସାଇବାହାଲ ନିକଟସ୍ଥ ଟେଣ୍ଡାକୁଦର ଠାରେ ଏକ କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନୁଗୁଳରୁ ରାଜଗାଙ୍ଗପୁର ଯାଉଥିବାବେଳେ ଗାଡିଟି ଭାରସାମ୍ୟା ହରାଇ ଗଛରେ ପିଟିହୋଇ ଓଲଟି ପଡିଥିଲା। ଏହାପରେ କୁକୁଡା ନେବା ପାଇଁ…