Browsing Tag

chicken lolipop

ଆଜି ନନଭେଜରେ ବନାନ୍ତୁ ଟେଷ୍ଟି ଚିକେନ୍‌ ଲଲିପପ୍‌, ସ୍ୱାଦ ଥରେ ଚାଖିଲେ ହୋଇଯିବେ ଦିଓ୍ଵାନା

ଯଦି ଆପଣ ନନଭେଜ୍‌ ସୌକିନ୍‌ ତାହେଲେ ଆଜି ଆପଣ ଘରେ ବନାଇ ଖାଆନ୍ତୁ ଚିକେନ୍‌ ଲଲିପପ୍‌। ଆଜି ଆପଣଙ୍କୁ ଜଣାଇବୁ ଚିକେନ୍‌ ଲଲିପପ୍‌ କେମିତି ପ୍ରସ୍ତୁତ କରିବେ। ଏହାକୁ ଆପଣ ଥରେ ଖାଇଲେ ଆପଣ ଏହାର ଏକଦମ୍‌ ଦିଓ୍ଵାନା ହୋଇଯିବେ। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ…