Below header
Browsing Tag

chidambarm

INX ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଝଟ୍‌କା, ମିଳିଲାନି ବେଲ୍‌

INX ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟ୍‌କା। ମିଳିଲାନି ବେଲ୍‌। ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ଗତ ୮ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ଚିଦାମ୍ବରମଙ୍କ ଜାମିନକୁ ବିରୋଧ କରିଥିଲା…

ସିବିଆଇ ଠାରୁ ଲୁଚି ସାମ୍ବାଦିକ ସମ୍ମିଳନୀ କଲେ ଚିଦାମ୍ବରମ୍, କହିଲେ ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ…

ଗିରଫଦାରୀ ଏଡ଼ାଇବାକୁ ଦୁଇ ଦିନ ହେବ ଲାପତ୍ତା ଥିବା ଚିଦାମ୍ବରମ୍‌ ଶେଷରେ ଏଆଇସିସି ହେଡ୍‌କ୍ୱାର୍ଟରରେ ଆବିର୍ଭାବ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ସେ ସଂପୂର୍ଣ୍ଣ ଦୋଷମୁକ୍ତ । ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଦୁର୍ନୀତିରେ ଲିପ୍ତ…