ଅନ୍ଧବିଶ୍ୱାସ ଆଗରେ ଫିକା ପଡିଛି ସଚେତନତା, ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ବାଲ୍ୟ ବିବାହ
ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ନୀରକ୍ଷରତା, ଦାଦନ, ଅନ୍ଧବିଶ୍ୱାସ ସହିତ ସାମାଜିକ ସଚେତନତା ଅଭାବରୁ ବାଲ୍ୟ ବିବାହ ପ୍ରଥା ମୂଳପୋଛ ହେବାର ନା ଧରୁନି । ଆଦିବାସୀ ପ୍ରବଣ ଅଞ୍ଚଳରେ ଏହି ପ୍ରଥା ଏକ ସାମାଜିକ ସମସ୍ୟା ଭାବେ ଉଭା ହୋଇଛି । ସେହିଭଳି ଏବେ ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି…