Below header
Browsing Tag

child missing case

ମାଆ ଡ୍ରେସ ଧରି ଝିଅକୁ ଅପେକ୍ଷା କରି ରହିଛି କିନ୍ତୁ ମିଳିଲା ଝିଅର ମୃତଦେହ

କଳସୀ ରଖାଯାଇଛି ପାଖରେ ନୂଆ ଡ୍ରେସ ବି ରଖାଯାଇଛି। ଝିଅକୁ ଗାଧୋଇ ସାରି ପଢ଼ୁଆଁ କରିବାକୁ ଗଲାବେଳେକୁ ଆଉ ନାହିଁ ଝିଅ। ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବା ପୂର୍ବରୁ ହଜିଗଲା ଝିଅ। ମିଳୁନି ଅଲିଅଳି ଗେଲ୍ହା ଝିଅ। ମାଆ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି, ଏପଟେ ବାପା ବି ଅବାକ। କଣ ହୋଇଗଲା…

ପୁଣି ଦୋହରିଲା ଘଟଣା : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଖେଳୁଥିବା ବେଳେ ୭ ବର୍ଷର ଶିଶୁ ନିଖୋଜ

ଗଜପତି: ପୁଣି ଜଣେ ଶିଶୁ ନିଖୋଜ। ଖେଳୁଥିବା ବେଳେ ୭ ବର୍ଷର ଶିଶୁ ନିଖୋଜ। ୨ ଜଣ ବାଇକ୍‌ରେ ଆସି ଉଠାଇ ନେଇଥିବା ଅଭିଯୋଗ ହୋଇଛି। କାଶୀନଗର ଅଞ୍ଚଳରୁ ଦୁର୍ବୃତ୍ତମାନେ ଶିଶୁକୁ ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ନିଖୋଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି, ଗତକାଲି…