Below header
Browsing Tag

Chitharesh Natesan

ମିଷ୍ଟର ୟୁନିଭର୍ସ ମୁକୁଟ ଜିତିଥିବା ପ୍ରଥମ ଭାରତୀୟ ଚିତ୍ରେସ୍ ନତେସନ୍, ଦୃଢ ସଂକଳ୍ପ ଓ ପରିଶ୍ରମର ଜ୍ୱଳନ୍ତ ଉଦାହରଣ

କେରଳ: କେହିକେବେ ଭାବିନଥିଲେ କି ଗୋଟେ ମାସ ଭିତରେ ଚିତ୍ରେସ୍ ନତେସନ୍ ଙ୍କ ଜୀବନ ଏତେ ବଦଳିବ ଯିବ। ଏବେ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି । ତାଙ୍କୁ ବର୍ତ୍ତମାନ ଲୋକେ ଷ୍ଟୋର ଉଦଘାଟନ ଏବଂ ଅନ୍ୟ ସାର୍ବଜନିନ ସମାରୋହରେ ଡକାଯାଉଛି । ଗତ ନଭେମ୍ବର ଯାଏ ତାଙ୍କ ଜୀବନ ଏପରି ନଥିଲା । ସାଉଥ୍ କୋରିୟାରେ…