Browsing Tag

clean chit to narendra modi

୨୦୦୨ ଗୁଜରାଟ ଦଙ୍ଗା ମାମଲା : ମୋଦିଙ୍କ ସମେତ ଅନ୍ୟ ତତ୍କାଳୀନ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌

ଗାନ୍ଧୀନଗର : ୨୦୦୨ ଗୁଜରାଟ ଦଙ୍ଗା ମାମଲାରୁ କ୍ଲିନ୍‌ଚିଟ୍‌ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗୁଜରାଟ ବିଧାନସଭାରେ ଏହି ମାମଲାର ଯାଞ୍ଚ କରିଥିବା ନାନାବତୀ କମିଶନ୍‌ଙ୍କ ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଏହାକୁ ଉପସ୍ଥାପନ କରିଥିଲେ ।…