Browsing Tag

cleaningness

ମୋଦିଙ୍କ ପ୍ରଶଂସାର ପାତ୍ର ପୁରୀର ପୁଅ ରାହୁଲ ମହାରଣା: ପରିବେଶ ସ୍ୱଚ୍ଛତା ନେଇ ପ୍ରେରଣାର ଉତ୍ସ ପାଲଟିଥିବା କହିଲେ…

କେନ୍ୟୁଜ୍(ବ୍ୟୁରୋ):  ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଏହି ବାର୍ତ୍ତା ଦେଶର ବିଭିନ୍ନ ସ୍ଥାନରୁ ଜନ ସାଧାରଣ ଶୁଣିଛନ୍ତି।  ପୁରୀ - କୋଣାର୍କ ସମୁଦ୍ର ଉପକୂଳକୁ ସ୍ୱଚ୍ଛ କରିବା ସହ ସ୍ଵଛ ଭାରତରେ ସାମିଲ…