Below header

ମୋଦିଙ୍କ ପ୍ରଶଂସାର ପାତ୍ର ପୁରୀର ପୁଅ ରାହୁଲ ମହାରଣା: ପରିବେଶ ସ୍ୱଚ୍ଛତା ନେଇ ପ୍ରେରଣାର ଉତ୍ସ ପାଲଟିଥିବା କହିଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଏହି ବାର୍ତ୍ତା ଦେଶର ବିଭିନ୍ନ ସ୍ଥାନରୁ ଜନ ସାଧାରଣ ଶୁଣିଛନ୍ତି।  ପୁରୀ – କୋଣାର୍କ ସମୁଦ୍ର ଉପକୂଳକୁ ସ୍ୱଚ୍ଛ କରିବା ସହ ସ୍ଵଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କ ବିଷୟରେ କହିଛନ୍ତି ନରେନ୍ଦ୍ର ମୋଦି ।  ଏହା ଆଗାମୀ ଦିନରେ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

ଜଳ ସରଂକ୍ଷଣକୁ କିଭଳି ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ପ୍ରେରଣା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ କ୍ଷେତ୍ରରେ ଷ୍ଟାର୍ଟ ଅଫ ଆରମ୍ଭ କରିବାକୁ ଯୁବକ ମାନେ ଆଗ୍ରହୀ ଥିବା କହିଛନ୍ତି ମୋଦି । ୧୨୬ ବର୍ଷ ବୟସରେ ଫିଟ ଥିବା ବାବା ଶିବାନନ୍ଦ କଥା କହି ଫିଟ ଇଣ୍ଡିଆର ବାର୍ତ୍ତା ବି  ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.