Browsing Tag

coconut crab

ମଣିଷର ହାଡକୁ ଭାଙ୍ଗି ପକାଏ ଏହି କଙ୍କଡା, ଯାହା ପାଖରେ ରହିଛି ୩୩୦୦ ନ୍ୟୁଟନ ବଳ

କୁହାଯାଏ, ମଣିଷର ଅସ୍ଥି ଏତେ ଶକ୍ତିଶାଳୀ ଯେ ଏହା ଅତି ସହଜରେ ଭାଙ୍ଗେ ନାହିଁ । ଏହାକୁ ଭାଙ୍ଗିବା ପାଇଁ ଅଧିକ ଶକ୍ତି ଆବଶ୍ୟକତା ପଡିଥାଏ । କିନ୍ତୁ ଦୁନିଆରେ ଏପରି ଏକ କଙ୍କଡା ରହିଛି, ଯାହା ଅତି ସହଜରେ ମଣିଷର ହାଡକୁ ଭାଙ୍ଗିଦେଇପାରେ । ଏହାକୁ ଦୁନିଆର ଶକ୍ତିଶାଳୀ କଙ୍କଡା କୁହାଯାଉଛି ।…