Below header
Browsing Tag

college strike

ମହାପୁରୁଷ ହାଡିଦାସ କଲେଜରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ନେଇ ନୀରବ ପ୍ରତିବାଦ ଓ ଧାରଣା

ଯାଜପୁର(କେ ନ୍ୟୁଜ) : ଯାଜପୁର ଜିଲ୍ଲା ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରାମଚନ୍ଦ୍ର ଦାସଙ୍କ ଉତ୍ତରାଧିକାରୀ ତଥା ଛତିଆ ବଟର ମଣିମା ପ୍ରଦ୍ୟୁମ୍ନ କୁମାର ଦାସ…