Browsing Tag

constable slaps a man

ଚେକିଂ ନାଁରେ ଚାପୁଡା, ହେଲ୍‌ମେଟ ନପିନ୍ଧି ଗାଡି ଚଳାଉଥିବାରୁ ସର୍ବସମ୍ମୁଖରେ ବ୍ଯକ୍ତିଙ୍କୁ ମାରିଲେ କନଷ୍ଟେବଳ

ବ୍ରହ୍ମପୁର: ପ୍ରତିଦିନ ଅନେକ ଭାଇରାଲ୍ ଭିଜୁଆଲ୍ ଆମ ସାମ୍ନାକୁ ଆସିଥାଏ । ଯାହା ଭିତରୁ କିଛି ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥାଏ ତ କିଛି ଭିଜୁଆଲ୍ କୁ ଲୋକେ ନାପସନ୍ଦ କରି ଟେ୍େରୋଲ୍ କରିଥାନ୍ତି। ପୁଣି ଏମିତି ଏକ ଭିଜୁଆଲ୍ ଭାଇରାଲ୍ ହୋଇଛି, ଯେଉଁଠି ହେଲମେଟ୍‌ ଚେକିଂ ନାଁରେ ପୋଲିସ…