Browsing Tag

controversial statement

କ୍ଷମା ମାଗିଲେ ଓଲିଉଡ଼ ଅଭିନେତା ମନୋଜ ମିଶ୍ର,ବ୍ୟାସକବିଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

କ୍ଷମା ମାଗିଲେ ଓଲିଉଡ଼ ଅଭିନେତା ମନୋଜ ମିଶ୍ର ।  ବ୍ୟାସକବିଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି । ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଦେଇଥିଲେ ।  ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ…

ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ, ଦେଇଥିଲେ ବିବାଦୀୟ ମନ୍ତବ୍ୟ

ସାଉଥ ଅଭିନେତ୍ରୀ କସ୍ତୁରୀ ଶଙ୍କର ହୋଇଛନ୍ତି ଗିରଫ । ଏହି ଅଭିନେତ୍ରୀ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ହାଇଦ୍ରାବାଦରେ ଚେନ୍ନାଇର ଏଗୋମର ପୋଲିସ ଗିରଫ କରିଛି । ହିନ୍ଦୁଙ୍କ ଅନୁସାରେ ସାଇବରବାଦ ପୋଲିସ କମିଶନରଙ୍କ…

ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ

ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏହି ଅପମାନଜନକ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବଜ୍ୟୋତି ।  ଏହା ସହ କହିଛନ୍ତି,ଏପରି ବିପଦଜନକ ମାନସିକତାକୁ ସଭ୍ୟ ସମାଜରେ ବରଦାସ୍ତ…

ମହାରାଷ୍ଟ୍ର କଂଗ୍ରେସ କ୍ୟାବିନେଟ ମନ୍ତ୍ରୀଙ୍କ ଅଜବ ବୟାନ, କହିଲେ ‘ଆମେ ଏବେ ସତ୍ତାକୁ ଆସିଛୁ ପକେଟ ଗରମ ହୋଇନି ଆମର’

ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସର ଗଠବନ୍ଧନ ସରକାର ହେବା ପରେ ମନ୍ତ୍ରୀ ମଣ୍ଡଳର ଭାଗବଣ୍ଟା ମଧ୍ୟ ହୋଇସାରିଛି। କିନ୍ତୁ ଏହାର ଭିତରେ ଏକ ବିସ୍ମିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ କୋଟାରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ପାର୍ଟିର ବରିଷ୍ଠ ନେତ୍ରୀ ଯଶୋମତୀ ଠାକୁର…

ପାକିସ୍ତାନରେ ପରଫର୍ମ କରିବା ପାଇଁ କାହା ବାପା ବି ମୋତେ ରୋକିପାରିବେ ନାହିଁ ବୋଲି କହିଲେ ‘ଅଙ୍ଗୁରୀ ଭାବି’

‘ଭାବିଜୀ ଘର ପର ହୈ’ ଫେମ୍‌ ଶିଳ୍ପା ସିନ୍ଧେ ଏବେ ନିଜ ମନ୍ତବ୍ୟକୁ ନେଇ ବିବାଦରେ। ସୋସିଆଲ ମିଡିଆରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଶିଳ୍ପା କହିଛନ୍ତି, ଯଦି ପାକିସ୍ତାନରେ ମୋତେ ପରଫର୍ମ କରିବା ପାଇଁ ସୁଯୋଗ ମିଳିବ ତେବେ ମୁଁ କରିବି ଏବଂ ଏପରି କରିବାରୁ ମୋତେ…