Below header
Browsing Tag

convention center

କେରଳ : ଏର୍ଣ୍ଣାକୁଲମର ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ, ଜଣେ ମୃତ, ୨୦ ଆହତ

କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କନଭେନସନ ସେଣ୍ଟରେ ଆୟୋଜିତ ତ୍ରୀଦିବସୀୟ କାର୍ଯ୍ୟକ୍ରମର ଶେଷ ଦିନ ଆଜି ରହିଥିଲା । ତେବେ ବିସ୍ଫୋରଣ କେମିତି, କାହିଁକି ଏବଂ…

ଲୋକସେବା ଭବନର ଆଜି ଉଦ୍‌ଘାଟିତ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ୪୦ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ

ଭୁବନେଶ୍ବର: ଲୋକସେବା ଭବନ କ୍ୟାମ୍ପସରେ ଆଜି ଉଦଘାଟିତ ହେବ ବିଶ୍ୱସ୍ତରୀୟ କନଭେନ୍‌ସନ ସେଣ୍ଟର ତଥା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ। ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସମ୍ମିଳନୀ କକ୍ଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଲୋକସେବା ଭବନରେ ସମ୍ମିଳନୀ କକ୍ଷର ଅଭାବ…