ଭୁବନେଶ୍ୱର ସମବାୟ ବ୍ୟାଙ୍କ୍ର ଜମାକାରୀଙ୍କ ପାଇଁ ଖୁସି ଖବର, ଫେରସ୍ତ ହେବ ଜମା ରାଶି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ସମବାୟ ବ୍ୟାଙ୍କ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ୨୦୧୫ରୁ ବନ୍ଦ୍ ହୋଇ ପଡ଼ିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କ୍ର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଟଙ୍କା ଫେରାଯିବ । ଜମା ରାଶି ଫେରସ୍ତ କରିବେ ରାଜ୍ୟ ସରକାର । ଏହାଦ୍ୱାରା ସମବାୟ ବ୍ୟାଙ୍କ୍ ଉପରେ…