କୋ-ଅପରେଟିଭ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ଉତ୍ତରାଖଣ୍ଡ କୋ-ଅପରେଟିଭ ବ୍ୟାଙ୍କରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ କ୍ୟାସିଅର, କ୍ଲର୍କ, ଜୁନିଅର ବ୍ରାଞ୍ଚ ମ୍ୟାନେଜର ସମତେ ଅନ୍ୟ ପଦବୀରେ ହେବ ଭର୍ତ୍ତି । ପ୍ରାର୍ଥୀଙ୍କ ଆବେଦନ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ରହିଛି ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଉତ୍ତରାଖଣ୍ଡ କୋ-ଅପରେଟିଭ ବ୍ୟାଙ୍କରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ କ୍ୟାସିଅର, କ୍ଲର୍କ, ଜୁନିଅର ବ୍ରାଞ୍ଚ ମ୍ୟାନେଜର ସମତେ ଅନ୍ୟ ପଦବୀରେ ହେବ ଭର୍ତ୍ତି ।
ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ cooperative.uk.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୩୩
ଜରୁରୀ ତାରିଖ : ପ୍ରାର୍ଥୀଙ୍କ ଆବେଦନ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଅଲଗା ଅଲଗା ରହିଛି । ସେହିପରି ବୟସ ସୀମା ମଧ୍ୟ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି ।
ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ପରୀକ୍ଷା ଆଧାରରେ ହେବ । ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।
ଏହି ଭର୍ତ୍ତି ଉତ୍ତରାଖଣ୍ଡ କୋ-ଅପରେଟିଭ ଇଷ୍ଟିଚ୍ୟୁଟନାଲ ସର୍ଭିସେସ ବୋର୍ଡ, ଡେରାଡୁନରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।