Below header
Browsing Tag

corona assistance

 କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଓଡିଶାର ଗରିବ ଲୋକେ, ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…

କେନ୍ୟୁଜ୍(ବ୍ୟୁରୋ):   କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଗରିବ ଲୋକେ। ତେଣୁ ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଗୁଆ ୩ ମାସର ରାସନ ଦିଆଯିବ। ୯୪ ଲକ୍ଷ ପରିବାରଙ୍କୁ…

କରୋନାରେ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲା…

କେନ୍ୟୁଜ୍(ବ୍ୟୁରୋ): କରୋନା ମୃତ୍ୟୁ ନେଇ ଘୋଷଣା ହେଲା ଅନୁକମ୍ପା ସହାୟତା । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି । ସେହିପରି କରୋନା ମୁକାବିଲାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କା ଲେଖାଏଁ…