Below header
Browsing Tag

corona cases in bhubaneswar

ରାଜଧାନୀରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଜଣ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ଆଜି ୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ଏଯାବତ ସହରରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ରାଜଧାନୀରେ ୮୮ ଟି ଆକ୍ଟିଭ କେଶ ଥିବା ବେଳେ…

ଆଜି ରାଜଧାନୀ ଭୁବନେଶ୍ୱରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ୪୬ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ହେଉଛନ୍ତି ଜଣେ ୩୦ ବର୍ଷୀୟ ଯୁବକ । ସୂଚନା ମୁତାବକ ମହିଳା ଜଣଙ୍କ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଯେବେକି…