Below header
Browsing Tag

corona suspect discharge

ଭୟଭୀତ ନୁହେଁ ଲୋକମାନଙ୍କୁ ସଚେତନ ହେବାକୁ ପରାମର୍ଶ, SCBରୁ ଡିସ୍‌ଚାର୍ଜ ହେଲେ ୯ଜଣ ସନ୍ଦିଗ୍ଧ

କଟକ: ଓଡ଼ିଶାରେ ଥମୁନି କରୋନା ଭୟ । ଭୟଭୀତ ନୁହେଁ ଲୋକମାନଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । କଟକ ବଡ ମେଡିକାଲର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ସମସ୍ତ ୯ଜଣ ସନ୍ଦିଗ୍ଧ ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି ।…