ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା
ଆମେରିକା: ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା । ବଣ୍ଟନ ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଛି, ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ, ସିଡିସି । ପ୍ରଥମେ…