Browsing Tag

corona zone

ତିନିଟି ଯାକ ଜୋନ୍‌ରେ ଏସବୁ ବନ୍ଦ ରହିବ, କଣ ଖୋଲା ରହିବ ଜାଣନ୍ତୁ

କରୋନାର ମୁକାବିଲା ପାଇଁ ସେଠାକାର ସ୍ଥିତିକୁ ଦେଖି ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି । ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ପ୍ରଥମେ ଆସନ୍ତୁୁ ଜାଣିବା । ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଅନ୍ତଃରାଜ୍ୟ ବସ୍‌…