Below header
Browsing Tag

coronavirus positive cases in india

ଦେଶରେ ୯୬ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ତାଲିକାରେ ଆଗରେ ରହିଛି ମହାରାଷ୍ଟ୍ର

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁସଂଖ୍ୟା ୩ ହଜାର ୨୯ରେ ପହଞ୍ଚିଛି । ଆକ୍ରାନ୍ତ ହୋଇଛନ୍ତି ମୋଟ ୯୬ ହଜାର ୧୬୯ ଜଣ । ଆରୋଗ୍ୟ ଲାଭ କରିଛନ୍ତି…

ଚୀନ୍‌କୁ ଟପିଲା ଭାରତ: ଦେଶରେ ୮୬ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ତାଲିକାର ୧୧ ନମ୍ବର

ନୂଆଦିଲ୍ଲୀ:କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌କୁ ଟପିଛି ଭାରତ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୪୧ ରହିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬ ହଜାର ହେଲାଣି । ୮୫ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…