Browsing Tag

covid infected santa in belgium

କ୍ରିସ୍‌ମାସ୍‌ ଗିଫ୍ଟ ସହ କରୋନା ବି ବାଣ୍ଟିଲା ସାଣ୍ଟା, ଏବେ ଯାଏଁ ୧୮ ମୃତ ୧୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

କ୍ରିସ୍‌ମାସ୍‌ରେ ସମସ୍ତେ ସାଣ୍ଟାର ଉପହାରକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। କିନ୍ତୁ ୟୁରୋପୀୟ ଦେଶ ବେଲଜିୟମ୍‌ର ଏକ ଓଲ୍ଡ ଏଜ୍‌ ହୋମ୍‌ରେ ସାଣ୍ଟା କରୋନାର ସୁପରସ୍ପ୍ରେଡର ହୋଇ ପହଞ୍ଚିଛନ୍ତି। ସାଣ୍ଟାଙ୍କ ଏହି ଭିଜିଟ୍‌ ପରେ ସେଠାରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ମୁତାବକ, ଏବେ…