Below header
Browsing Tag

cow seized

କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସ୍ ଉପରକୁ ଗୁଳି ଚଳାଇ ମାଫିଆ ଫେରାର୍

କେନ୍ଦୁଝର(କେନ୍ୟୁଜ୍): ଗୋରୁ ବୋଝେଇ କଣ୍ଟେନର ଜବତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ ଦୁଇ କଣ୍ଟେନର ଜବତ କରିଛି STF ଟିମ୍‌ । କେନ୍ଦୁଝର ଜିଲ୍ଲା ଦେଇ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ଖବର ପାଇ ଭୁବନେଶ୍ୱରରୁ STF ଟିମ ଟାଉନ ଥାନା ପୋଲିସ ସହଯୋଗରେ ଚଢ଼ାଉ କରିଥିଲା । STF…

ଭଦ୍ରକରୁ ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ, ୪୦ରୁ ଅଧିକ ଗୋରୁ ଥିବା ସୂଚନା

ଭଦ୍ରକ: ଭଦ୍ରକରେ ପୁଣି ଗୋରୁ ବୋଝେଇ ଗାଡି ଜବତ। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲରୁ କୋଲକତା ଯାଉଥିବା ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ। ୨ଟି ପିକଅପ୍‌ ଭ୍ୟାନରେ ୪୦ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି। ଆଉ ୨ଟି ଗାଡି ଖସି ପଳାଇଛି। ବେଆଇନ ଭାବେ ଗୋରୁ ବୋଝେଇ କରି…