Below header
Browsing Tag

cracker factory blast

ତାମିଲନାଡୁ: ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ତାମିଲନାଡୁର ଭେମ୍ବାକୋଟାଇରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ବିସ୍ଫୋରଣ ବିଷୟରେ ସୂଚନା ଦେଇଛି । ପୋଲିସ ପ୍ରାରମ୍ଭିକ ଯାଞ୍ଚ କରି ବିସ୍ଫୋରଣ କାରଣ ଖୋଜୁଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ ଏବଂ ୩୫ ଆହତ

ଚେନ୍ନାଇ : ତାମିଲନାଡ଼ୁର ବିରୁଧୁନଗରରେ ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୨୨ ଜଣଙ୍କୁ ଶିବାକାଶୀ ଓ…

ପଞ୍ଜାବ ଗୁରୁଦାସପୁର ବାଣ ବିସ୍ଫୋରଣ ଘଟଣା: ମୃୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ୨୦ରୁ ଅଧିକ ଆହତ

ପଞ୍ଜାବ: ଗୁରୁଦାସପୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟଣାରେ ମୃୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଏବେବି କାନ୍ଥ ତଳେ ଆହରି ଅନେକ ଲୋକ ଫଶି ରହିଥିବା ଜଣାପଡ଼ିଛି । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ଅମରିନ୍ଦର ସିଂ…