Browsing Tag

crime in dhenkanal

ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା: ରାମେଶ୍ୱରପୁର ଅଞ୍ଚଳରୁ ୧୪ଲକ୍ଷ ୩୦ହଜାର ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା । ଦୁଇ ସପ୍ତାହ ମଧ୍ୟରେ ପୋଲିସ ଦୁଇ ଦୁଇଥର ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି। ସହରର ରାମେଶ୍ୱରପୁର ଅଞ୍ଚଳରୁ ୧୪୩ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ । ଏହି…