Browsing Tag

crude oil price

ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଛି ଇସ୍ରାଏଲ-ଇରାନର ଯୁଦ୍ଧ, ବିଶ୍ୱରେ ବଢ଼ିଲା ଅଶୋଧିତ ତୈଳ ଦର

ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନରେ ଅନେକ ବୋମା ପଡ଼ିଛି । ଇସ୍ରାଏଲ ଇରାନର ସେନା ଘାଟି ଏବଂ ପରମାଣୁ ଘାଟି ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ବିଶ୍ୱବ୍ୟାପୀ ଉତ୍ତେଜନା ବୃଦ୍ଧି ପାଇଛି, ଯାହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିବ ।…

ଅଶୋଧିତ ତୈଳ ଦରରେ ରେକର୍ଡ: ୧୩ ବର୍ଷରେ ସର୍ବାଧିକ ! ବ୍ୟାରେଲ ପିଛା ପହଁଚିଲା ୧୩୦ ଡଲାର

ନୂଆଦିଲ୍ଲୀ: ତୈଳଦରରେ ରେକର୍ଡ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାରରେ ପହଁଚିଲା । ଯାହାକି ୧୩ ବର୍ଷରେ ସର୍ବାଧିକ । ଜୁଲାଇ ୨୦୦୮ ପରଠାରୁ ଏହା ସର୍ବାଧିକ । ଆମେରିକାରେ ଅଶୋଧିତ ତୈଳଦର ୮ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଋଷର ୟୁକ୍ରେନ ଉପରେ ଆକ୍ରମଣର ପ୍ରଭାବ । ଋଷ ଉପରେ ତୈଳ ଓ…

ବଢ଼ିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ବିଶ୍ୱ ବଜାରରେ ଗତ ସପ୍ତାହ ଅଶୋଧିତ ତୈଳ ଦର ଦ୍ରୁତ ଗତିରେ ବଢିବା ପରେ ଚଳିତ ସପ୍ତାହ ଏହି ମୂଲ୍ୟରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି ।  କିନ୍ତୁ ଆଜି ଭାରତୀୟ ବଜାରରେ ଡ଼ିଜେଲ ମୂଲ୍ୟ ବଢିଥିବା ରେକର୍ଡ ହୋଇଛି ।  ସରକାରୀ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ମୂଲ୍ୟରେ କୌଣସି…