Browsing Tag
cuttack coronavirus
ଆଜି ସିଏମସିରୁ ୪ କରୋନା ପଜିଟିଭ୍ ଚିହ୍ନଟ
କଟକ: ସିଏମସି ଅଞ୍ଚଳରୁ ୪ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ୨ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ଜଣେ ହୋମ୍ କ୍ବାରେଣ୍ଟାଇନ୍ ଏବଂ ଜଣେ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି ।
-ଏହି ୪ କରୋନା ପଜିଟିଭଙ୍କ ଭିତରୁ ଲୋକାଲ୍ କେସରୁ ଜଣେ ୩୬ ବର୍ଷିୟ…
କଠୋର ହେଉଛି କଟକଣା : ହଟ୍ସ୍ପଟ୍ ଜିଲ୍ଲାରୁ କଟକ ଆସିଲେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍
କଟକ : କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଆସନ୍ତାକାଲିଠୁ କଟକର ୩ଟି ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ସଂକ୍ରମଣ ବଢୁଥିବାରୁ କଠୋର ହେବାରେ ଲାଗିଛି କଟକଣା । ଏଣିକି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ…