Browsing Tag

cuttack dcp

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା, କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ଗାଇଡଲାଇନ

କଟକ : ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା ।  ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ…

ଦିନ ୧ଟା ସୁଦ୍ଧା ସରିବ ହୋଲି ଖେଳ, ମଦ ପିଇ ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଡିସିପି

କଟକ/ ଭୁବନେଶ୍ୱର : ରାତି ପାହିଲେ ହୋଲି ମହୋତ୍ସବ । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ ଜଗିବେ…

ସରିଲା ବାରବାଟୀ ଟିକେଟ : ସବୁ ଟିକେଟ ବିକ୍ରି ହୋଇଥିବା କହିଛନ୍ତି ଡିସିପି

 କଟକ :  ବାରବାଟୀରେ ଟିକେଟ୍ ପାଇଁ ବାଡ଼ିଆପିଟା ।   ଟିକେଟ କାଉଣ୍ଟରରେ ଠେଲାପେଲା, ଧସ୍ତାଧସ୍ତି ।  ପରସ୍ପର ଉପରେ ଚଢିଗଲେ, ପିଟା ପିଟି ବି ହେଲେ ।  ଯିଏ ଯେମିତି ପାରିଲା ଆଗକୁ ମାଡ଼ି ଚାଲିଲା ।  କିଛି ଲୋକଙ୍କର ଚେତା ବୁଡ଼ିଲା। ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ।…

ଦୁର୍ଗାପୂଜା ପାଇଁ ଆଲର୍ଟରେ କଟକ ଡିସିପି, ରାତିରେ ବୁଲିଲେ ସହରର ଗଳି କନ୍ଦି

କଟକ : ଆସୁଛି ଦୁର୍ଗା ପୂଜା । ଚଳିତ ବର୍ଷ ପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏନେଇ ସୁରକ୍ଷା ସମୀକ୍ଷା ପାଇଁ ରାତିରେ ସହର ବୁଲିଲେ କଟକ ଡିସିପି । ରାତି ୨ଟା ପର୍ଯ୍ୟନ୍ତ ଦୁର୍ଗାପୂଜା ପାଇଁ ବିଭିନ୍ନ ଭସାଣି…

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରକାଶ ଆର

କଟକ :  କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚ ର ଆଇପିଏସ ପ୍ରକାଶ ଆର । ଡ଼ଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଲେ ଦାୟିତ୍ୱ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଡ଼ିସିପିଙ୍କୁ ସ୍ୱାଗତ କରିଥିଲେ ।…

କଟକ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର, କହିଲେ ଅପରାଧ ନିୟନ୍ତ୍ରଣକୁ ବିଶେଷ ଧ୍ୟାନ ଦେବି

କଟକ(କେନ୍ୟୁଜ୍): କଟକ ଡିସିପି ଭାବରେ ଦାଇତ୍ୱ ନେବା ପରେ ପ୍ରତିକ୍ରିୟା ରଖିଲେ ପିନାକ ମିଶ୍ର। ଦାୟିତ୍ବ ଗ୍ରହଣ ପରେ ନୂଆ ଡିସିପି କହିଛନ୍ତି  ଅପରାଧ ନିୟନ୍ତ୍ରଣ, ଭଲ ସଠିକ ତଦନ୍ତ ଓ ଦଣ୍ଡ ବିଧାନ ଉପରେ ନଜର ରଖିବି।ପାର୍ବଣ ପରିଚାଳନା ଉପରେ ବିଶେଷ ଦୃଷ୍ଟି ଦେବି। "ମୋ ସରକାର' ଆଭିମୁଖ୍ୟକୁ…

କଟକ: ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବେ DCP, ଜାରି ହେଲା ନୂଆ Whatsapp ନମ୍ବର

କଟକ: କଟକ ଡିସିପି ସର୍ବସାଧାରଣଙ୍କ ଅଭିଯୋଗ କରିବା ନେଇ ଏକ ନୂଆ Whatsapp ନମ୍ବର ଜାରି କରିଛନ୍ତି । କୋଭିଡକୁ ନେଇ ଜାରି ହୋଇଥିବା ଲକ ଡାଉନ ସମୟରେ ଏହି ନମ୍ବର ଜରିଆରେ ସାଧାରଣ ଜନତା ନିଜ ନିଜ ଅଭିଯୋଗ ଜଣାଇ ପାରିବେ । ଏବାବଦରେ ନିଜେ ଡିସିପି ହିଁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ…