Below header
Browsing Tag

cuttack filigree

କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ

କଟକ : ପୂରଣ ହେଲା ବହୁ ଦିନର ଆଶା। ବିଶ୍ଵ ପ୍ରସିଦ୍ଧ କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ। ଆଜି ଏହି ଖବର ସାମ୍ନାକୁ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ତାରକସି କାରିଗର। ଏହା ସମସ୍ତଙ୍କ ପାଇଁ ଏକ ଗୋୖରବର ମୁହୂର୍ତ୍ତ ବୋଲି କହିଛନ୍ତି। ବହୁ ଦିନ ତଳୁ ଆବେଦନ…