Below header
Browsing Tag

cuttack loot

ପୁଣି ସିରିଜ୍‌ ଲୁଟ୍‌, ୩ଟି ଘରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ(କେନ୍ୟୁଜ୍‌) : ମାତିଛନ୍ତି ଲୁଟେରା । ଥମୁନି ଲୁଟେରାଙ୍କ ବିତ୍ପାତ । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍‌ କରୁଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁ ରେ ଘଟିଛି ଏକ ଅଭାବନୀୟ…

କଟକରେ ବଡ ଧରଣର ଲୁଟ୍: ବନ୍ଧୁକ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକରେ ବଡ ଧରଣର ଲୁଟ୍‌ । ରିଭରବଲ୍‌ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ । ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ହୋଇଛି। ଘଟଣାସ୍ଥଳରେ ପହଂଚିଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଆଇଆଇଏଫ୍‌ଏଲ୍‌ ସଂସ୍ଥା ସୁନା ଋଣ ଦେଇଥାଏ। ଅନ୍ଯପଟେ ପୋଲିସ୍ ପ୍ରଶାସନ ଅପରାଧ ମୁକ୍ତ ସହର…