କଟକରେ ବଡ ଧରଣର ଲୁଟ୍: ବନ୍ଧୁକ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକରେ ବଡ ଧରଣର ଲୁଟ୍‌ । ରିଭରବଲ୍‌ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ । ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ହୋଇଛି। ଘଟଣାସ୍ଥଳରେ ପହଂଚିଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଆଇଆଇଏଫ୍‌ଏଲ୍‌ ସଂସ୍ଥା ସୁନା ଋଣ ଦେଇଥାଏ।

lootଅନ୍ଯପଟେ ପୋଲିସ୍ ପ୍ରଶାସନ ଅପରାଧ ମୁକ୍ତ ସହର ଗଢି ତୋଳିବାକୁ ଯେତେ ପ୍ରୟାସ କରୁଥିଲେ ମଧ୍ଯ ଅପରାଧି ମାନେ ପୋଲିସ୍ ଆଖିରେ ଧୂଳି ଦେଇ ଅପରାଧ ଉପରେ ଅପରାଧ ଘଟାଇ ଚାଲିଛନ୍ତି । ଏବେ ଏତେ ବଡ ଡକାୟତି ଘଟଣା ଘଟାଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପୋଲିସ୍ ପାଇଁ ଏକ ନୂଆ ଚାଲେଞ୍ଜ ସୃଷ୍ଟି କରିଛି କହିଲେ ଭୁଲ୍ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.