Browsing Tag

gold loot

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

ଭଦ୍ରକ:  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରୁ ଲୁଟ ।  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବିଳମ୍ବିତ ରାତିରେ ଚୋରି ହୋଉଥିବା ଅଭିଯୋଗ ହୋଇଛି । ଭୋର ସମୟରେ ଆଜି ମା ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର…

ଘରେ କଳାକନା ବୁଲାଇଦେଲେ ଲୁଟେରା, ଲୁଟିନେଲେ କିଲେ ସୁନା ଓ ଦେଢ଼ ଲକ୍ଷ ଟଙ୍କା

ବ୍ରହ୍ମପୁର : କିଲେ ସୁନା, ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ । ଘରେ କଳାକନା ବୁଲାଇଦେଲେ ଲୁଟେରା । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି. ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ । ଆଜି ସକାଳୁ କଳାକନା ବୁଲାଇଛନ୍ତି ଲୁଟେରା ।…

ଡିକି ଭାଙ୍ଗି ଲୁଟିନେଲେ ୧୦ ଭରି ସୁନା ଅଳଙ୍କାର, ସିସିଟିଭି ଯାଞ୍ଚ୍ କରୁଛି ପୁଲିସ

ରାୟଗଡା : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ ।  ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଛି ।  ଆଜି ମଧ୍ଯହ୍ନରେ ବ୍ଯବସାୟୀ ସନ୍ତୋଷ…

ଗୁଳି ଫୁଟାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତନାଘନା

ନୀଳଗିରି : କୁଆଡ଼େ ଗଲେ ସୁନା ଲୁଟେରା । ଦୁର୍ବୃତ୍ତଙ୍କୁ ଧରିବାକୁ ନୀଳଗିରି ପୋଲିସର ତନାଘନା । ନୀଳଗିରି ସନ୍ତରIଗଡ଼ିଆ ଅଞ୍ଚଳରେ ଗହଣା ଦୋକାନୀଙ୍କଠାରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି ଲୁଟେରା । ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ତେବେ…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା : କଳିଙ୍ଗ ବିହାରରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ । କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। । ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି । ଅଭିଯୁକ୍ତ ଠାରୁ ଲୁଟ୍ ଗହଣା ଜବତ କରାଯାଇଛି । ଲୁଟ୍ ରେ ବ୍ୟବହୃତ ସ୍ପ୍ରେ ଓ ଗାଡି ମଧ୍ୟ…

କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ସୋରୋ : କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର । ବାଲେଶ୍ଵର ଜିଲ୍ଲା ସୋର ଥାନା କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରିରୁ ଲୁଟ୍ ।  ଗତକାଲି ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିବା ବେଳେ କାନ୍ଥ ତାଡି ୫୦୦ ଗ୍ରାମ ସୁନା ଓ ୫କେଜି ରୁପା ଲୁଟି ନେଇଛନ୍ତି ଦୁର୍ବୃତ୍ତ । …

ବାଇକି ଡ଼ିକି ଭାଙ୍ଗି ୭୦ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟ

ବ୍ରହ୍ମଗିରୀ : ବାଇକି ଡ଼ିକି ଭାଙ୍ଗି ୭୦ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟ | ବ୍ରହ୍ମଗିରି ଖଜୁରୀଆ ବଜାରରୁ ଲୁଟ୍ ହୋଇଛି | ଜୁଏଲାରୀ ୱର୍କସପ ନିକଟରୁ ସୁନା ରୂପା ଚୋରି ହୋଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି | ବାଇକ୍ ଡିକି ଭାଙ୍ଗି ୪୦୦ ଗ୍ରାମର ସୁନା ଏବଂ ୪ କିଲୋ ରୂପା ହୋଇଛି…

ମହିଳା ଲୁଟେରା ପ୍ରେମରେ ପଡ଼ିଲେ ଯୁବକ, ଟଙ୍କା ସୁନା ଲୁଟିନେଲା ପ୍ରେମିକା

ମହିଳା ଲୁଟେରା ପ୍ରେମରେ ପଡ଼ି ଲୁଟର ଶିକାର ହେଲେ ଯୁବକ । ବାହାହେବେ ବୋଲି କେତେ କଣ ସ୍ବପ୍ନ ଦେଖିଥିଲେ । ପ୍ରେମିକାକୁ ଭରଷା କରି ଟଙ୍କା ସୁନା ଗହଣା ଦେଇଥିଲେ । କିନ୍ତୁ ବିଶ୍ବାସରେ ବିଷ ମିଶାଇଲା ପ୍ରେମିକା । ଯୁବକଙ୍କୁ ଫସାଇବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ପ୍ରେମିକା । ମିଠା ମିଠା…

ମହିଳାଙ୍କ ସହିତ ଡକାୟତଙ୍କ ସଂଘର୍ଷ, ୫ ଲକ୍ଷ ଟଙ୍କାର ଗହଣା ସହ ନଗଦ ୬୫ ହଜାର ଟଙ୍କା ଲୁଟ

ସୋର:  ଡକାୟତଙ୍କ ସହ ମହିଳାଙ୍କ ସଂଘର୍ଷ । ଡକାୟତଙ୍କ ହାତକୁ କାମୁଡ଼ି ନିଜକୁ ସୁରକ୍ଷା ଦେଲେ ମହିଳା । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କଲେ ଲୁଟେରା । ରାତି ଅଧରେ ହେଲା ଏମିତି କାଣ୍ଡ । ସବୁ ଶୋଇଗଲା ପରେ ଘରେ ପଶିଲେ ଲୁଟେରା । ହାତରେ ମାରଣାସ୍ତ୍ର ଧରି ଖୋଜି ବୁଲୁଥାନ୍ତି ସୁନା…

ଘର ଦୁଆର ମୁହଁରୁ ଲୁଟ୍ କଲେ ଦୁର୍ବୃତ୍ତ, ଭୁଜାଲିରେ ଆକ୍ରମଣ କରି ନେଇଗଲେ ଅଳଙ୍କାର ଭର୍ତ୍ତି ବ୍ୟାଗ

ସୋର: ଘର ଦୁଆର ମୁହଁରୁ ଲୁଟ୍ । ଭୁଜାଲିରେ ଆକ୍ରମଣ କରି ନେଇଗଲେ ସୁନା ଗହଣା । ୭୦୦ରୁ ୮୦୦ ଗ୍ରାମର ସୁନା ଚୋରି କରିଛନ୍ତି ଦୁର୍ବୃତ୍ତ । ତଦନ୍ତ ଆରମ୍ଭ କରିଛି ପୋଲିସ । ଜୁଏଲାରି ଦୋକାନର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଛନ୍ତି ୪ ରୁ ଉର୍ଦ୍ଧ୍ବ…

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର । କଳସ ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ ଗୋଟିଏ ନୁହେଁ ବରଂ…

କାନ୍ଥ ଭାଙ୍ଗି ୫ ଭରି ସୁନା, ୩ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ

କଣ୍ଟାବାଞ୍ଜି: ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ ଦମ୍ପତି । କିନ୍ତୁ ଘରକୁ ଫେରି ଦେଖନ୍ତି ତ ଘରର କାନ୍ଥ ଭାଙ୍ଗିଛି । ସେପଟେ ଘର ଆଲମିରା ଭାଙ୍ଗି ସୁନା ଗହଣା ଲୁଟ୍ ହୋଇଛି । କିଛି ବୁଝି ପାରିଲେନି ସ୍ବାମୀ ସ୍ତ୍ରୀ । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଲେ । ଖବର ପାଇ କୁକୁର ଧରି ଘଟଣାସ୍ଥଳରେ…