Below header

ଗରାଖ ସାଜି ଲୁଟିନେଲ ୧୨ଟି ସୁନା ଚେନ୍

ଗରାଖ ସାଜି ଲୁଟିନେଲ ୧୨ଟି ସୁନା ଚେନ୍ । ଭଦ୍ରକ ବାସୁଦେବପୁର ପୌରପାଳିକା ବଜାରରେ ଥିବା ପିକେ ଜୁଏଲର୍ସରୁ ଲୁଟ୍ । ଗରାଖ ସାଜି ୧୨ଟି ସୁନା ଚେନ ଲୁଟି ନେଲେ ଲୁଟେରା ।

ବାସୁଦେବପୁର : ଗରାଖ ସାଜି ଲୁଟିନେଲ ୧୨ଟି ସୁନା ଚେନ୍ । ଭଦ୍ରକ ବାସୁଦେବପୁର ପୌରପାଳିକା ବଜାରରେ ଥିବା ପିକେ ଜୁଏଲର୍ସରୁ ଲୁଟ୍ । ଗରାଖ ସାଜି ୧୨ଟି ସୁନା ଚେନ ଲୁଟି ନେଲେ ଲୁଟେରା । ଅପରାହ୍ଣରେ ୨ଜଣ ଅଣ ଓଡ଼ିଆ ଲୋକ ସୁନା ଚେନ କିଣିବାକୁ ଦୋକାନକୁ ଆସିଥିଲେ । ଦୋକାନୀ ସେମାନଙ୍କୁ ୧୨ଟି ଚେନ ଦେଖାଇଥିଲେ । ସୁଯୋଗ ଦେଖି ଲୁଟେରା ଚେନ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି । ଚୋରି ହୋଇଥିବା ଚେନର ମୂଲ୍ୟ ୭ଲକ୍ଷରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.