ଶିକ୍ଷକଙ୍କ ଘରେ ପଶି ବୋମାମାଡ଼ କଲେ ଦୁର୍ବୃତ୍ତ

ଶିକ୍ଷକଙ୍କ ଉପରେ ବୋମାମାଡ଼ । ଘରେ ପଶି ବୋମାମାଡ଼ କଲେ ଦୁର୍ବୃତ୍ତ । ବ୍ରହ୍ମପୁର ରଘୁପତିନଗର ଦ୍ବିତୀୟ ଲାଇନରେ ଏହି ଘଟଣା ଘଟିଛି ।

ବ୍ରହ୍ମପୁର: ଶିକ୍ଷକଙ୍କ ଉପରେ ବୋମାମାଡ଼ । ଘରେ ପଶି ବୋମାମାଡ଼ କଲେ ଦୁର୍ବୃତ୍ତ । ବ୍ରହ୍ମପୁର ରଘୁପତିନଗର ଦ୍ବିତୀୟ ଲାଇନରେ ଏହି ଘଟଣା ଘଟିଛି । ଏଥିରେ ଗୁରୁତର ହୋଇଛନ୍ତି ଶିକ୍ଷକ ଟୁକୁନା ଭୂୟାଁ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କାହିଁକି ତାଙ୍କ ଉପରେ ବୋମାମାଡ କଲେ ଦୁର୍ବୃତ୍ତ ? ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ? ଅଧିକ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.