୨ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦର, ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର

ଗାଡ଼ି ଚାଳକଙ୍କୁ ସାମୟିକ ଆଶ୍ବସ୍ତି। କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ୨ ଟଙ୍କା କମିଲା ପେଟ୍ରୋଲ, ଡିଜେଲ୍ ଦର।

ଭୁବନେଶ୍ୱର : ଗାଡ଼ି ଚାଳକଙ୍କୁ ସାମୟିକ ଆଶ୍ବସ୍ତି। କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ୨ ଟଙ୍କା କମିଲା ପେଟ୍ରୋଲ, ଡିଜେଲ୍ ଦର। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି। ଲିଟର ପ୍ରତି ୨ ଟଙ୍କା ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.