Browsing Tag

diesel petrol price cheap

୨ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦର, ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ଗାଡ଼ି ଚାଳକଙ୍କୁ ସାମୟିକ ଆଶ୍ବସ୍ତି। କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ୨ ଟଙ୍କା କମିଲା ପେଟ୍ରୋଲ, ଡିଜେଲ୍ ଦର। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି। ଲିଟର ପ୍ରତି ୨ ଟଙ୍କା ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର।…

ତୈଳ ଦର ହ୍ରାସ ଆଶାରେ ଖାଉଟି, ରେକର୍ଡ ନିମ୍ନ ସ୍ତରରେ ଅଶୋଧିତ ତେଲ ଦାମ୍

କେନ୍ୟୁଜ୍: କମିପାରେ ତୈଳ ଦର। ଦର ହ୍ରାସ ଆଶାରେ ଖାଉଟି । ରେକର୍ଡ ନିମ୍ନ ସ୍ତରରେ ଅଶୋଧିତ ତେଲ ଦର । ଅଶୋଧିତ ତେଲ ଦର ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ସ୍ତରକୁ ଖସିଛି । ମାର୍ଚ୍ଚରେ ଏହା ବ୍ୟାରେଲ ପିଛା ୧୨୯ ଡଲାରରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ୭୬ ଡଲାର ରହିଛି । ଇନ୍‌ଭେଷ୍ଟି ଡଟ୍‌…

ଖୁସି ଖବର, କମିଲା ପେଟ୍ରୋଲ ଓ ଡିଜେଲ ଦାମ

ପେଟ୍ରୋଲ ଏବଂ ଡିଜେଲର ତାଜା ଅପଡେତ ପ୍ରତିଦିନ ଆମ ଏ ପାଠ୍ୟକ୍ରମରୁ ପାଇପାରିବେ। ପ୍ରତିଦିନ ତୈଳ ଦରରେ ପରିବର୍ତ୍ତନ ହେଉଥିବା ବେଳେ ଆଜି କେତେ ରହିଛି ପେଟ୍ରୋଲ ଏବଂ ଡିଜେଲର ଦର ଆସନ୍ତୁ ଜାଣିବା। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର…

ସାମାନ୍ଯ କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି ପୁଣି କେତେ କମ୍ ହେଲା ଦାମ୍

ଲଗାତର ତୈଳ ଦର ବୃଦ୍ଧି ରହିଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ଲକ୍ଷ୍ଯ କରାଯାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୪ ଟଙ୍କା ୩୧ ପଇସାରେ ପହଁଚିଥିବା ବେଳେ ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୦ ଟଙ୍କା ୪୩ ପଇସା ଛୁଇଁଥିବା ଜଣାପଡ଼ିଛି ।…

ପେଟ୍ରେୋଲ ଏବଂ ଡିଜେଲ ଦର ହେଲା ହ୍ରାସ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ମହାନଗରରେ ଆଜି ପେଟ୍ରୋଲ ଏବଂ ଡିଜେଲର ଦାମ ହ୍ରାସ ପାଇଛି। ଅର୍ଥାତ ଆପଣଙ୍କୁ ଏବେ ପେଟ୍ରୋଲ ଏବଂ ଡିଜେଲ କମ୍ ଦାମରେ ମିଳିବ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦର ୧୩ ପଇସା କମିଛି ଯାହାଦ୍ବାରା ପେଟ୍ରୋଲର ଦାମ ପ୍ରତି ଲିଟର ପିଛା…