Browsing Tag

loot in cuttack

କଟକ: ଗ୍ରାହକ ହୋଇ ଆସିଲେ, ସୁନା ଦୋକାନରୁ ଲୁଟ କରି ଚାଲିଗଲେ

କଟକ(କେନ୍ୟୁଜ୍):  ଗ୍ରାହକ ହୋଇ ଆସି ସୁନା ଦୋକାନରେ ଲୁଟ କଲେ ଦୁଇ ଲୁଟେରା । ଏଭଳି ଘଟଣା ଘଟିଛି କଟକ ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରୀ ଦୋକାନରେ। ଦୋକାନରୁ ପ୍ରାୟ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଦୋକାନର ମାଲିକ ଲୁଟେରାଙ୍କ ପିଛା କରି  ଧରିବାକୁ…

କଟକ ଜଗତପୁର ଆଇବି ରୋଡରେ ଥିବା ସୁନା ଦୋକାନରୁ ଲୁଟ ଘଟଣା: ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହେଲା ପୋଲିସ

କଟକ(କେନ୍ୟୁଜ୍):  କଟକ କମିଶନରେଟ୍‌ ପୋଲିସକୁ ବଡ ସଫଳତା। ଜଗତପୁର ଆଇବି ରୋଡରେ ଥିବା ସୁନା ଦୋକାନ ଲୁଟ ଘଟଣାର ହୋଇଛି ପର୍ଦ୍ଦାଫାସ। ଜାନୁଆରି ୪ତାରିଖରେ ସୁନା ଦୋକାନରୁ ଲୁଟ୍‌ ହୋଇଥିଲା ଲକ୍ଷାଧିକ ସୁନା ଅଳଙ୍କାର। ତଦନ୍ତ ପରେ ଜଗତପୁର ଥାନା ପୋଲିସ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ…

କଟକରେ ବଡ ଧରଣର ଲୁଟ୍: ବନ୍ଧୁକ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକରେ ବଡ ଧରଣର ଲୁଟ୍‌ । ରିଭରବଲ୍‌ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ । ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ହୋଇଛି। ଘଟଣାସ୍ଥଳରେ ପହଂଚିଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଆଇଆଇଏଫ୍‌ଏଲ୍‌ ସଂସ୍ଥା ସୁନା ଋଣ ଦେଇଥାଏ। ଅନ୍ଯପଟେ ପୋଲିସ୍ ପ୍ରଶାସନ ଅପରାଧ ମୁକ୍ତ ସହର…

କଟକରେ ଦୁର୍ବୁତ୍ତଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ, ମଙ୍ଗଳାବାଗସ୍ଥିତ SBI ମେଡିକାଲ ଶାଖାରୁ ଟଙ୍କା ଉଠାଇ ଫେରୁଥିବା…

କଟକ: କଟକରେ ଦୁବୁର୍ତ୍ତଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ । ମଙ୍ଗଳାବାଗସ୍ଥିତ SBI ମେଡିକାଲ ଶାଖାରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଜଣେ ବୃଦ୍ଧା । ଏକ ବାଇକରେ ଆସି ବୃଦ୍ଧାଙ୍କ ଠାରୁ ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ ଦୁବୁର୍ତ୍ତ । ଏନେଇ ବୃଦ୍ଧା ଜଣଙ୍କ ମଙ୍ଗଲାବାଗ…

କଟକ ନରସିଂହପୁର ଋଷୀପଡା ଛକରେ ଲୁଟ୍, ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବ୍ୟକ୍ତିଙ୍କ ଠାରୁ ୪ଲକ୍ଷ ୬୦ହଜାର ଟଙ୍କା…

କଟକ: ବନ୍ଧୁକ ମୁନରେ ଲୁଟ୍‌। ଲୁଟିନେଲେ ୪ଲକ୍ଷ ୬୦ହଜାର ଟଙ୍କା । କଟକ ଜିଲ୍ଲା ନରସିଂହପୁର ବ୍ଲକ ଋଷୀପଡା ଛକରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଜଣେ ବ୍ୟକ୍ତି ଘରକୁ ଫେରୁଥିଲେ । ହଠାତ ଏକ ଆପାଚି ବାଇକରେ ୨ଜଣ ଦୁର୍ବୁତ୍ତ ଆସି…

ଚାଉଳ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ୧୫ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଟକ(କେନ୍ଯୁଜ୍) : କଟକ ମାଲଗୋଦାମରୁ ଲୁଟ୍‌। ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ୧୫ହଜାର ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର। ବ୍ୟବସାୟୀ ରମାକାନ୍ତ ସାହୁ ଗତକାଲି ରାତିରେ ଗୋଦାମ ବନ୍ଦ କରୁଥିବାବେଳେ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି।…