Below header

କଟକରେ ଦୁର୍ବୁତ୍ତଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ, ମଙ୍ଗଳାବାଗସ୍ଥିତ SBI ମେଡିକାଲ ଶାଖାରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର

କଟକ: କଟକରେ ଦୁବୁର୍ତ୍ତଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ । ମଙ୍ଗଳାବାଗସ୍ଥିତ SBI ମେଡିକାଲ ଶାଖାରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଜଣେ ବୃଦ୍ଧା । ଏକ ବାଇକରେ ଆସି ବୃଦ୍ଧାଙ୍କ ଠାରୁ ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ ଦୁବୁର୍ତ୍ତ । ଏନେଇ ବୃଦ୍ଧା ଜଣଙ୍କ ମଙ୍ଗଲାବାଗ ଥାନାରେ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.