Below header
Browsing Tag

Cuttack Special Court

୧୫ ବର୍ଷ ପୁରିବାକୁ ବସିଲାଣି ନନ୍ ଗଣଦୁଷ୍କର୍ମ ମାମଲା, ଓକିଲାତି କରିବାକୁ କେହିନାହିଁ

କଟକ(କେନ୍ୟୁଜ୍):  କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲାରେ କଟକ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ମାମଲାର ଶୁଣାଣି ୧୫ ବର୍ଷ ପୁରିବାକୁ ବସିଲାଣି, କିନ୍ତୁ ମାମଲାର ଶୁଣାଣିରେ ଅନ୍ତ ଘଟି ନାହିଁ। ଆଜି କଟକ ଜିଲ୍ଲା କୋର୍ଟରେ ତାରିଖ ଥିଲେ ମଧ୍ୟ ନନଙ୍କ ପକ୍ଷରୁ କିଏ ଓକିଲାତି କରିବେ ତାହା ସ୍ପଷ୍ଟ…

ସତୀଚୌରାରୁ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ସ୍ୱାମୀକୁ ଆଜୀବନ ଓ ସ୍ତ୍ରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ(କେନ୍ୟୁଜ୍): କଟକ ବିଡାନାସୀ ଥାନା ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇ ରାଜ୍ୟ ବାହାରେ ରଖି ଦୁଷ୍କର୍ମ କରିବା ଘଟଣାରେ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ଅର୍ଥାତ୍ ମୃତ୍ୟୁ…