Browsing Tag

cutter death

କର୍ମ ନେଇଗଲା ଜୀବନ, କଟରରେ କାଟୁ କାଟୁ ନିଜେ କଟିଗଲେ

ଉଦଳା(କେନ୍ୟୁଜ) : ଯେଉଁ ମେସିନ୍‌ ସହିତ ସେ ପ୍ରତିଦିନ କାମ କରୁଥିଲେ । ଶେଷରେ ସେହି ମେସିନ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଦେହରେ ଶିହରଣ ଖେଳିଯିବ । ଖୁଂଟା ଥାନା ପୁରୁଣା ବାରିପଦା ଗ୍ରାମଠାରେ ଜେଏମସି କମ୍ପାନୀ…