କିପରି ଚିହ୍ନଟ କରିବେ ଅସଲି ଏବଂ ନକଲି QR Code? ଟ୍ରାଞ୍ଜାକ୍ସନ୍ ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ
ଆଜିର ସମୟରେ ଟଙ୍କା ଟ୍ରାଞ୍ଜାକ୍ସନ୍ କରିବା ପାଇଁ QR କୋଡ୍ ହେଉଛି ସବୁଠାରୁ ସହଜ ମାଧ୍ୟମ । ପନିପରିବା କିଣିବା ଠାରୁ ଆରମ୍ଭ କରି ଟ୍ରାଭେଲ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଛୋଟ ଏବଂ ବଡ ପେମେଣ୍ଟ ପାଇଁ QR କୋଡ୍ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟା ବହୁତ ସହଜ, ଯେଉଁଥିରେ ଫୋନ୍ ପେ, ଗୁଗୁଲ୍ ପେ ଏବଂ…