Below header

ସାଇବର ସଚେତନତା କରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ରିଲିଜ୍ ହେଲା ଗୀତ

ଆସ ହେବା ସଚେତନ, ବିଶ୍ବବ୍ୟାପୀ ମାତିଛନ୍ତି ସଇତାନ ଶୀର୍ଷକ ଗୀତଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । କମିଶନରେଟ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କଣ୍ଠଦାନ କରିଛନ୍ତି ।

କଟକ(କେନ୍ୟୁଜ୍): ଗୀତ ମାଧ୍ୟମରେ ସାଇବର ସଚେତନତା । ଲୋକଙ୍କୁ ସଚେତନ କରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ଏକ ଗୀତ ପ୍ରସ୍ତୁତ କରାଯାଇଛି। ଏସିପି କୃଷ୍ଣଚନ୍ଦ୍ର ସେଠୀ ଗୀତକୁ ଲେଖିବା ସହ କଣ୍ଠଦାନ କରିଛନ୍ତି । ଆସ ହେବା ସଚେତନ, ବିଶ୍ବବ୍ୟାପୀ ମାତିଛନ୍ତି ସଇତାନ ଶୀର୍ଷକ ଗୀତଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । କମିଶନରେଟ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କଣ୍ଠଦାନ କରିଛନ୍ତି । କଟକ ଯୋବ୍ରାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୀତଟି ପ୍ରଦର୍ଶିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.