ବାତ୍ୟା ମୋକା ମାଡ଼ରେ ଛାରଖାର ମିଆଁମାର, ନେଇଛି ଶହଶହ ଲୋକଙ୍କ ଜୀବନ
ନୂଆଦିଲ୍ଲୀ: ମୋକାରେ ଯାଇଛି ଶହଶହ ଜୀବନ। ଲକ୍ଷାଧିକଙ୍କୁ ବିସ୍ଥାପିତ କରି ଦେଇଛି। କିଏ ସମୁଦ୍ର ଜୁଆରରେ ଭାସିଯାଇଛି ତ ଆଉ କାହାର ଘର ଭାସି ଯାଇଛି। ସିଟ୍ୱେ ସହରର ସଂପୂର୍ଣ୍ଣ ଧ୍ୱଂସ ହୋଇଛି। ନଷ୍ଟ ହୋଇଛି ୯୦ ପ୍ରତିଶତ ଅଞ୍ଚଳ। ଭୂତର ସହର ପାଲଟି ଯାଇଛି ସିଟ୍ୱେ। ମିଆଁମାର ପଶ୍ଚିମରେ ରହିଛି…