Below header
Browsing Tag

cyclonic storm yaas

ଆଉ ଅଳ୍ପ ଦୂରରେ ରହିଛି ବାତ୍ୟା ‘ୟସ୍‌’, ଅନେକ ଜାଗାରେ କରି ସାରିଲାଣି କ୍ଷୟକ୍ଷତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାତ୍ୟା ୟସ୍‌ ଉତ୍ତର ଓଡ଼ିଶାରେ ତାର କରାଳ ରୂପ ଦେଖାଇ ଚାଲିଛି । ଏବେ ବାଲେଶ୍ୱର ଠାରୁ ଆଉ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ଭୀଷଣ ବାତ୍ୟା । ତେବେ ବର୍ତ୍ତମାନ ପବନର ଗତି ଟିକେ କମିଛି । ହେଲେ ଆଗାମୀ ତିନି ଚାରିଘଣ୍ଟା ଭିତରେ ଏହା ପୁଣି ବଢ଼ିବ ବୋଲି…