Browsing Tag

daily dose of black pepper prevent many diseases

ପ୍ରତିଦିନ ଗୋଲମାରିଚର ସେବନ ଦ୍ୱାରା ପାଖମାଡେ ନାହିଁ ଏହିସବୁ ରୋଗ

ଏପରି କିଛି ମସଲା ରହିଛି ଯାହା ଆପଣଙ୍କ ରୋଷେଇ ଘରେ ସବୁବେଳେ ଉପଲବ୍ଧ ଥାଏ । ଏହି ମସଲାର ପ୍ରତିଦିନ ବ୍ୟବହାର କରାଯାଇଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ସେକଥା ଅନେକ ଲୋକ ଜାଣନ୍ତି ନାହିଁ । ଏହି ମସଲା ମଧ୍ୟରେ ଗୋଟିଏ ହେଉଛି ଗୋଲ ମରିଚ । ଔଷଧୀୟ ଗୁଣରେ ଭରପୁର ଗୋଲମରିଚ…