୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର ଛକରୁ ଜନତା ମଇଦାନ ଯାଏଁ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ରୋଡ଼ ସୋ କରି ଯିବେ ପ୍ରଧାନମନ୍ତ୍ରୀ ।

ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।   ବିଜେପିର ଦଳୀୟ ସୁତ୍ରରୁ ଏ ନେଇ ସୂଚନା ମିଳିଛି । ୧୧ ତାରିଖ ବିଳମ୍ବିତ ରାତି ସୁଦ୍ଧା ମୁଖ୍ୟମନ୍ତ୍ରୀ ନାଁ  ଗୋଷଣା ହେବ ।

Leave A Reply

Your email address will not be published.