Below header
Browsing Tag

dalia porridge

ଦଲିଆ ପସନ୍ଦ ନୁହେଁ? ତ ଜାଣି ନିଅନ୍ତୁ ଏହାର କ’ଣ ରହିଛି ସବୁ ଫାଇଦା…

ଅନେକ ଲୋକଙ୍କ ଘରେ ଦଲିଆ ସକାଳ ଜଳଖିଆ ରୂପେ ଖିଆଯାଏ। କେହି କେହି ଅସୁସ୍ଥ ଥିଲେ ସେମାନଙ୍କୁ ମଧ୍ୟ ଦଲିଆ ଖାଇବାକୁ ଦିଆଯାଇଥାଏ। କାହିଁକି ନା, ଏହା ହଜମ ହେବାରେ ସହଜ ହୋଇଥାଏ ଏବଂ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଏତିକି ହିଁ ନୁହେଁ, ଏଥିରେ ଫାଇବର ମଧ୍ୟ ରହିଛି, ଯାହାକି ଓଜନ କମାଇବାକୁ…