Below header
Browsing Tag

dark chocolate cocoa smoothie recipe

ମାନସିକ ଚିନ୍ତା ଦୂର କରିବ ଡାର୍କ ଚକୋଲେଟ୍‌ ସ୍ମୁଦି, ୫ ମିନିଟ୍‌ରେ ଏମିତି କରନ୍ତୁ ପ୍ରସ୍ତୁତ

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଖାସ୍‌ କରି କିଛି ପିଲାଙ୍କୁ ଡାର୍କ ଚକୋଲେଟ୍‌ ଖୁବ୍‌ ଭଲ ଲାଗେ। ଏକ୍ସପର୍ଟଙ୍କ ମୁତାବକ, ଡାର୍କ ଚକୋଲେଟ୍‌ରେ ପୋଟାସିୟମ୍‌, ଜିଙ୍କ, ସେଲେନିୟମ୍‌, ଆଇରନ୍‌ ଓ ଫସ୍‌ଫରସ୍‌ ଆଦି ପ୍ରଚୁର ପରିମାଣରେ ରହିଥାଏ। ଏହା ମାନସିକ ଚିନ୍ତା…