Browsing Tag

de

ନୂଆବର୍ଷରେ ହରିଆଣାରେ ଅଘଟଣ, ଖଣିରେ ପାହାଡ଼ ଧସି ୪ଜଣଙ୍କ ମୃତ୍ୟୁ

ହରିଆଣା : ନୂଆବର୍ଷରେ ହରିଆଣାରେ ଘଟିଛି ଅଘଟଣ। ଖଣିରେ ପାହାଡ଼ ଧସି ୪ଜଣଙ୍କ ମୃତ୍ୟୁ ଘଟିଛି। ହରିଆନାର ଭିୱାନୀ ଜିଲ୍ଲାର ଦଦମ୍ ମାଇନିଂ ଜୋନରେ ପାହାଡ଼ର ଏକ ବିଶାଳ ଅଂଶ ଧସିଥିଲା। ଏହା ତଳେ ୧୫ରୁ ୨୦ଜଣ ଶ୍ରମିକ ଚାପି ହୋଇରହିଥିବା ଜଣାପଡ଼ିଛି । ଖଣିରେ ନିୟୋଜିତ ୧୦ ଗାଡ଼ି ମଧ୍ୟ ଦବି ରହିଛି।…